ବିଫଳ ପ୍ରେମିକାର ଉନ୍ମତକାଣ୍ଡ: ଏକତରଫା ପ୍ରେମ କରି ବିଫଳ ହେବାରୁ ପ୍ରେମିକ ଘରେ ପଶି ଜାଳିଦେଲା ୩ ବାଇକ୍

26

କନକ ବ୍ୟୁରୋ: ବିଫଳ ପ୍ରେମିକାର ଉନ୍ମତକାଣ୍ଡ । ପ୍ରେମରେ ବିଫଳ ହେବାରୁ ପ୍ରେମିକ ଘରେ ନିଆଁ ଲଗାଇଛନ୍ତି ପ୍ରେମିକା । ଘଟଣା ଘଟିଛି ବାଲିଗୁଡ଼ା ଥାନା ସୁନାପଙ୍ଗା ଅଂଚଳରେ । ପ୍ରେମରେ ବିଫଳ ହେବାରୁ ପ୍ରେମିକ ଘରେ ପଶି ୩ଟି ବାଇକ ଜାଳି ଦେଇଛି ପ୍ରେମିକା ।

ନିଆଁ ଲଗାଇ ପ୍ରେମିକା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ପୁଅର ବାପା ଅଭିଯୋଗ କରିଛନ୍ତି, ଏକତରଫା ପ୍ରେମ କରୁଥିବା ପ୍ରେମିକା ପ୍ରେମରେ ବିଫଳ ହୋଇ ଏପରି କାଣ୍ଡ କରିଛି ।