ଜୀବନର କାନଭାସରେ ଦେଖନ୍ତୁ ଲୋକନୃତ୍ୟ ‘ଘୋଡାନାଚ’

171

ଆମ ସଂସ୍କୃତି ଏବଂ ପରମ୍ପରାରେ ଘୋଡାନାଚର ଏକ ସ୍ୱତନ୍ତ ସ୍ଥାନ ରହିଛି । ଗାଁ ମାନଙ୍କରେ କିମ୍ବା ଅନ୍ୟ କେଉଁଠାରେ ଲୋକ ନୃତ୍ୟ ଉତ୍ସବ ହେଲେ ଦେଖିବାକୁ ମିଳେ ଏହି ଘୋଡାନାଚ । କିନ୍ତୁ ସମୟ ଅନୁସାରେ ଏହି ପରମ୍ପରା ଧିରେ ଧିରେ ମିଳାଇ ଯିବାକୁ ବସିଛି  । ତେବେ ହଜି ଯାଉଥିବା ଏହି ସଂସ୍କୃତି ଓ ପରମ୍ପରାର କଳାକାର ମାନଙ୍କୁ ନେଇ ଜୀବନର କାନଭାସରେ ଆଜିର ଏପିସୋଡ୍ ଲୋକନୃତ୍ୟ ଘୋଡାନାଚ  ।