‘ଜର୍ଜ ମାଇକେଲ’ଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ

54

ବ୍ରିଟେନର ଲୋକପ୍ରିୟ ସିଙ୍ଗର ଜର୍ଜ ମାଇକେଲଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ମାଇକେଲଙ୍କ ବନ୍ଧୁ ଫଦି ଫୱାଜଙ୍କ ବାସଭବନରୁ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ଏହା ହତ୍ୟା କି ଆତ୍ମହତ୍ୟା ଏନେଇ ତଦନ୍ତ ଆରମ୍ଭ ହୋଇଯାଇଛି ।

ଜର୍ଜ ମାଇକେଲ ଏକାଧିକ ଗୀତରେ କଣ୍ଠଦାନ କରିବା ସହ ଅନେକ ଗୀତକୁ ସଂଯୋଜନା ମଧ୍ୟ କରିଥିଲେ । ସେପଟେ ଜଜଙ୍କ ମୃତ ଦେହ ଉଦ୍ଧାର ସମ୍ବନ୍ଧରେ ଟୁଇଟ କରି ଜଣାଇଛନ୍ତି ଫଦି ।