ବ୍ରହ୍ମପୁରରେ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହାନ ସିଂ !

14

କନକ ବ୍ୟୁରୋ : ଗଞ୍ଜାମ ଗସ୍ତରେ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହାନ ସିଂ । ଏମକେସିଜି ବଡ଼ ମେଡ଼ିକାଲ ଯାଇ ସେଠାକାର ସ୍ଥିତି ଅନୁନ୍ଧାନ କରିଛନ୍ତି ରାଧାମୋହନ । ରୋଗୀଙ୍କ ସ୍ୱାସ୍ଥ୍ୟଅବସ୍ଥା ବିଷୟରେ ପଚାରୀ ବୁଝିବା ସହ ମେଡ଼ିକାଲର ପରିମଳ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ରାଧାମୋହନଙ୍କ ଗସ୍ତ ନେଇ ଗଂଜାମ ଜିଲ୍ଲା କଂଗ୍ରେସର ସାଧାରଣ ସଂପାଦକଙ୍କୁ ଅଟକ ରଖାଯାଇଛି ।