ଗଂଜାମ ଜିଲ୍ଳା ପିିତଳ ଗ୍ରାମପଂଚାୟତ କାର୍ଯ୍ୟାଳୟରେ ଅଘଟଣ : ଚଟାଣ ଭୁଷୁଡି ପାଖାପାଖି ୨୫ ରୁ ଅଧିକ ମହିଳା ଆହତ

27

ଗଂଜାମ : ଗଂଜାମ ଜିଲ୍ଳା ପିିତଳ ଗ୍ରାମପଂଚାୟତ କାର୍ଯ୍ୟାଳୟରେ ଅଘଟଣ । ଗ୍ରାମ ପଂଚାୟତ କାର୍ଯ୍ୟାଳୟର ଚଟାଣ ଭୁଷୁଡି ପଡିବାରୁ ପାଖାପାଖି ୨୫ରୁ ଅଧିକ ମହିଳା ଆହତ ହୋଇଛନ୍ତି । ଚଟାଣଟି ୪ରୁ ୫ ଫୁଟ ଦବିଯାଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବୈଠକ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ଆହତ ମହିଳାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :