ଗଂଜାମ ଆସିକା ବିତଳରେ ଦୁର୍ଘଟଣା ! ଟ୍ରକ-ଯାତ୍ରୀବାହୀ ବସ୍ ମୁହାଁମୁହିଁ, ଜଣେ ମୃତ, ୨୫ ଯାତ୍ରୀ ଆହତ

46

କନକ ବ୍ୟୁରୋ : ଗଂଜାମ ଜିଲ୍ଲା ଆସିକା ଥାନା ବିତଳ ଛକ ନିକଟରେ ଦୁର୍ଘଟଣା । ଟ୍ରକ-ଯାତ୍ରୀବାହୀ ବସ୍ ମୁହାଁମୁହିଁ ହୋଇଛି । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ଆସିକା ଡାକ୍ତରଖାନାରେ ଭର୍ତି କରାଯାଇଛି । ବ୍ରହ୍ମପୁରରୁ ଆସିକା ଆସୁଥିବା ‘ଶ୍ରୀରାମ’ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଦେଖନ୍ତୁ ଏହି ଭିଡ଼ିଓ –