ମହଙ୍ଗା ପଡିଲା ଧୋକ୍କା ! ପ୍ରେମିକାକୁ ଲଣ୍ଡା କରି ଭିଡିଓ ଅପଲୋଡ୍ କଲା ପ୍ରେମିକ

41

ପ୍ରେମିକକୁ ଧୋକ୍କା ଦେବା ମହଙ୍ଗା ପଡିଛି ଜଣେ ଯୁବତୀଙ୍କୁ । ଧୋକ୍କା ପାଇବା ପରେ ପ୍ରେମିକ ଜଣକ ଦଣ୍ଡ ସ୍ୱରୁପ ଉକ୍ତ ଯୁବତୀଙ୍କୁ ସଂପୁର୍ଣ୍ଣ ଲଣ୍ଡା କରି ଦେଇଛନ୍ତି । ଏହି ସମ୍ବେଦନଶୀଳ ଘଟଣାଟି ଘଟିଛି ବ୍ରାଜିଲରେ । ତେବେ ପ୍ରେମିକାକୁ ଲଣ୍ଡା କରିସାରିବା ପରେ ବି ଯୁବକଙ୍କ ରାଗ ଶାନ୍ତ ହୋଇନଥିଲା । ସେ ପୁରା ଘଟଣାର ଭିଡିଓ ରେକଡିଂ କରି ଇଣ୍ଟରନେଟରେ ଅପଲୋଡ ମଧ୍ୟ କରିଛନ୍ତି । ଯେମିତି କି ଆଉ କେହି ମହିଳା କାହାକୁ ଧୋକ୍କା ଦେବାକୁ ସାହାସ କରିବ ନାହିଁ ।

ସୂଚନା ମୂତାବକ ତେବେ ଯୁବକ ଜଣକ ହେଉଛନ୍ତି ଜଣେ ଡ୍ରଗ୍ସ ଡିଲର୍ । ଆଉ ବ୍ରାଜିଲରେ ପ୍ରଚଳିତ ନିୟମ ଅନୁଯାୟୀ ଡ୍ରଗ୍ସ କାରବାରରେ ଜଡିତ ଥିବା କୌଣସି ବ୍ୟକ୍ତି ନିୟମ ଭାଙ୍ଗିଲେ ଚେତାବନୀ ଦେବାପାଇଁ ସାର୍ବଜନୀନ ଭାବରେ ଲଜ୍ଜିତ ହେବାଭଳି ଦଣ୍ଡ ଦିଆ ଯାଇଥାଏ ।

ଦେଖନ୍ତୁ ଏହି ଲୋମଟାଙ୍କୁରା ଭିଡିଓ :