ମଧ୍ୟାହ୍ନରେ ସୂର୍ଯ୍ୟାସ୍ତ ହୋଇଗଲା : ଗଣେଶ୍ୱର ବେହେରା

34

କନକ ବ୍ୟୁରୋ : ଲୁଲୁ ମହାପାତ୍ରଙ୍କ ବିୟୋଗରେ ଓଡିଶା କଂଗ୍ରେସରେ ଗଭୀର ଶୋକର ଛାୟା ଖେଳିଯାଇଛି । କଂଗ୍ରେସ ମୁଖ୍ୟପାତ୍ର ଗଣେଶ୍ୱର ବେହେରା ଶୋକ ପ୍ରକାଶ କରି କହିଲେ ମଧ୍ୟାହ୍ନରେ ସୂର୍ଯ୍ୟାସ୍ତ ହୋଇଗଲା ।