ପୁଲିସ ପହରା ଭିତରେ ସୋରରେ ଚାଲିଛି ଗଣେଶ ଭସାଣ

23

ସୋର : ସୋରରେ ନିରାଡମ୍ବର ଭାବେ କରାଯାଉଛି ଗଣେଣ ଭସାଣ ଉତ୍ସବ । ପୁଲିସ ପହରା ଭିତରେ  ଭସାଣ କରାଯାଉଛି । କୈାଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ୨୦ପ୍ଲାଟୁନ ଫୋର୍ସ ମୁତୟନ କରିଛି ପୁଲିସ ପ୍ରଶାସନ । ସକାଳ ୮ଟାରୁ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁରେ କୋହଳ କରାଯାଇଛି ।