ରାସନକାର୍ଡରେ ଅନିୟମିତତା ନେଇ ଗଜପତିରେ ବଢିଲା ଅସନ୍ତୋଷ : କଂଗ୍ରେସ କର୍ମୀ ଓ ରାସନକାର୍ଡ ହିତାଧିକାରୀଙ୍କ ଗୁମା ବ୍ଲକ ଅଫିସ ଘେରାଉ

10

ଗଜପତି : ରାସନକାର୍ଡରେ ଅନିୟମିତତା ନେଇ ଗଜପତିରେ ବଢିଲା ଅସନ୍ତୋଷ । ଏନେଇ କଂଗ୍ରେସ କର୍ମୀ ଓ ରାସନକାର୍ଡ ହିତାଧିକାରୀ ଗୁମା ବ୍ଲକ ଅଫିସ ଘେରାଉ କରିଛନ୍ତି । ଏହି ସମୟରେ ପରିସ୍ଥିତିକୁ ଆୟତ କରିବାକୁ ପହଂଚିଥିବା ପୁଲିସ ସହ ମଧ୍ୟ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ଉତ୍ୟକ୍ତ ଲୋକେ ଏସ୍ଆଇ ଜଗଦିଶ ପଣ୍ଡାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।