ଆଜି ବଡପରଦାକୁ ଆସୁଛି ରୋମାଂଟିକ୍ ଥ୍ରୀଲର ସିନେମା “ୱଜା ତୁମ୍ ହୋ’

1

ଫିଲ୍ମି ଫ୍ରାଇଡେରେ ଆଜି ସିଲଭରସ୍କ୍ରିନକୁ ଆସୁଛି ରୋମାଂଟିକ୍ ଥ୍ରୀଲର ଫିଲ୍ମ “ୱଜା ତୁମ୍ ହୋ’ । ଫିଲ୍ମରେ ଅଛନ୍ତି ତିନି ତିନି ଜଣ ନାୟକ ଶର୍ମନ ଯୋଶୀ, ଗୁରୁମିତ୍ ଚୌଧରୀ ଏବଂ ରଜନୀଶ ଦୁଗଲ । ତାଙ୍କ ବିପକ୍ଷରେ ଦେଖାଦେବେ ସାନା ଖାନ୍ । ଫିଲ୍ମର ନିର୍ଦେଶନା ଦେଇଛନ୍ତି ହେଟ୍ ଷ୍ଟୋରୀ ଫେମ୍ -ବିଶାଲ ପାଣ୍ଡ୍ୟା । ରୋମାନ୍ସ ଓ ଥ୍ରୀଲର ସହ ସିନେମାରେ ରହିଛି ଭରପୁର ସସପେନ୍ସ ।

Comments are closed.