ବଡ଼ ମେଡିକାଲରେ ବଡ଼ ଦଲାଲ୍ : ରୋଗୀ ଓ ସଂପର୍କୀୟଙ୍କୁ କରୁଛନ୍ତି ବାଟବଣା

0

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଦଲାଲଙ୍କ କବଜାରେ କଟକ ଏସିବି । ପ୍ରତି ମୁହୂର୍ତରେ ରୋଗୀ ଓ ସମ୍ପର୍କୀୟଙ୍କୁ ଲୁଟୁଛନ୍ତି ଦଲାଲ । ପ୍ରାଇଭେଟ୍ ନର୍ସିହୋମ୍ ପାଇଁ ଖୁଲମଖୁଲ୍ଲା ଚାଲିଛି ଦଲାଲୀ । ରେଳ ଷ୍ଟେସନରୁ ହସ୍ପିଟାଲ୍ ଯାଏଁ ଚାରିଆଡେ ଘୁରି ବୁଲୁଛନ୍ତି ପ୍ରାଇଭେଟ୍ ନର୍ସିଂହୋମର ଏଜେଂଟ୍ ।

ଏସସିବି ଭଲ ନୁହଁ, ଚିକିତ୍ସା ଠିକ୍ ହେବନି କହି ନେଉଯାଉଛନ୍ତି ନିଜ ପ୍ରାଇଭେଟ୍ ନର୍ସିଂହୋମକୁ । ହସପିଟାଲ୍ ମେନ୍ ଗେଟ୍ , ଟିକେଟ୍ କାଉଁଟର ଏପରିକି ପାଥୋଲାବ୍ ପାଖେ ପାଖେ ଘୁରି ବାଲୁଥାନ୍ତି ଏହି ଦଲାଲ୍ । ଦେଖନ୍ତୁ କନକ ନ୍ୟୁଜର୍ ଏକ୍ସକ୍ଲୁସିଭ୍ ରିପୋର୍ଟ ।

Comments are closed.