ବିବାଦୀୟ ପ୍ରଯୋଜକ ରାଜେଶ ପତିଙ୍କ ନାଁରେ ପୁଣି ଅଭିଯୋଗ : ବାରିପଦା ଥାନାରେ ଠକେଇ ମାମଲା ରୁଜୁ

49

ବାରିପଦା : ଫିଲ୍ମ ପ୍ରଯୋଜକ ରାଜେଶ ପତିଙ୍କ ନାଁରେ ଠକେଇ ଅଭିଯୋଗ ଆଣିଛନ୍ତି ଶ୍ରୀକାନ୍ତ ରାଉତ ନାମକ ଜଣେ ଯୁବକ । ପ୍ରାୟ ୧୪ ଲକ୍ଷ ଟଙ୍କାର ଠକେଇ ନେଇ ବାରିପଦା ଥାନାରେ ମାମଲା ରୁଜୁ କରିଛନ୍ତି ଶୀକାନ୍ତ । ତେବେ ଏହା ପୂର୍ବରୁ ରାଜେଶଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଅଭିନେତ୍ରୀ ଉପାସନା ମହାନ୍ତି ।