କାଲିର ଶତ୍ରୁ ଆଜିର ମିତ୍ର : ବିଜେଡିରେ ମିଶିଲେ ସୁଲୋଚନା,ଏପଟେ ମୁହଁ ମୋଡିଲେ ଦାମ

21

କନକ ବ୍ୟୁରୋ : ନବୀନ ନିବାସରେ ଆଜି ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ନେତ୍ରୀ ତଥା ଦଳର ମୁଖପାତ୍ର ସୁଲୋଚନା ଦାସ । ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାହା ସେ କରିବେ ଏବଂ ଅନ୍ୟାୟ ବିରୋଧରେ ଲଢିବାକୁ ବିଜୁ ଜନତା ଦଳ ତାଙ୍କୁ ସ୍ୱାଧିନତା ଦେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ସୁଲୋଚନା । ହେଲେ ସୁଲୋଚନାଙ୍କୁ ଦଳରେ ସାମିଲ କରାଯିବା ନେଇ କଟାକ୍ଷ କରିଛନ୍ତି ବରିଷ୍ଠ ନେତା ଦାମ ରାଉତ । ସେପଟେ କଂଗ୍ରେସ କହିଛି, ସୁଲୋଚନାଙ୍କ ଦଳ ଛାଡିବା, କଂଗ୍ରେସ ଉପରେ ପ୍ରଭାବ ପକାଇବନାହିଁ ।

ଦେଖନ୍ତୁ ଏହି ଭିଡିଓ –