ଶୁକ୍ରବାର ବ୍ରହ୍ମପୁର କୋର୍ଟରେ ହାଜର ହେବେ ବିଜେପି ନେତା ଶିବ ଶଙ୍କର ଦାସ

27

କନକ ବ୍ୟୁରୋ : ଦିଲ୍ଲୀରୁ ଗିରଫ ହୋଇଛନ୍ତି ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସ । ଆଜି ତାଙ୍କୁ ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଇଛି । ଆସନ୍ତାକାଲି ତାଙ୍କୁ ବ୍ରହ୍ମପୁର କୋର୍ଟରେ ହାଜର କରାଯିବ । ଶିବ ଶଙ୍କରଙ୍କ ନାଁରେ ବିଭିନ୍ନ ମାମଲା ରହିଥିଲା । ଯାହା ଫଳରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ବିଜେଡି ଛାଡି ସେ, ଗତ ନିର୍ବାଚନ ସମୟରେ ବିଜେପି ଟିକେଟରୁ ନିର୍ବାଚନ ଲଢିଥିଲେ ।

ଏହା ସହ ବିଜେପି ନେତା ଶିବଶଙ୍କର ଦାସ ଗିରଫ