ରାତି ଅଧରେ ବାଘ ଖୋଜା ! ମାଆ କୋଳରୁ ପୁଅକୁ ଉଠାଇ ନେଇଥିବା କଲରାପତରିଆର ସନ୍ଧାନ ଜାରି

45

କନକ ବ୍ୟୁରୋ : ନାକେଦମ୍ କରିଛି ନୂଆପଡ଼ାର କଲରାପତରିଆ ବାଘ । ବାଘ ଧରିବା ପାଇଁ ଯନ୍ତା ପକାଇଛି ବନ ବିଭାଗ । ନଜର ରଖିବା ପାଇଁ ନାଇଟ୍ ଭିଜନ୍ କ୍ୟାମେରା ଲଗାଯାଇଛି । ନୂଆପଡ଼ା ଜିଲ୍ଲାର ହଳଦୀ ଗାଁରେ ଜଣେ ୪ ବର୍ଷର ପିଲାକୁ ବାଘ ଟାଣି ନେଇଥିବା ପରେ ଗାଁରେ ଖେଳିଯାଇଛି ଆତଙ୍କ । ଘଟଣାର ୧୦ ଦିନ ପରେ ପୁଣି ସାମ୍ନାକୁ ଆସିଛି ସେହି ମଣିଷ ଖିଆ ବାଘ । ଆଉ ତା ପରେ କ’ଣ ରହିଛି ଗାଁର ସ୍ଥିତି ଦେଖି ନିଅନ୍ତୁ ଏହି ରିପୋର୍ଟ ।