ଜାପାନର ରେଷ୍ଟୁରାଣ୍ଟରେ ଖାଦ୍ୟ ପରଷିବାର ଅଦ୍ଭୁତ ପ୍ରଣାଳୀ ! ନାରୀ ଶରୀର ଉପରେ ଦିଆ ଯାଏ ଖାଦ୍ୟ

127

ଆମେ ଯେତେବେଳେ ରେଷ୍ଟୁରାଣ୍ଟକୁ ଖାଇବା ପାଇଁ ଯାଉ ପ୍ରାୟତଃ ଆମକୁ ପ୍ଲେଟରେ କିମ୍ବା ଥାଳିରେ ଖାଇବା ପରଷା ହୁଏ କିମ୍ବା ଅନେକ ସ୍ଥାନରେ ପତ୍ରରେ ମଧ୍ୟ ଖାଇବା ଦିଆଯାଏ । କିନ୍ତୁ ଜାପାନରେ ଏକ ଏମିତ ରେଷ୍ଟୁରାଣ୍ଟ ଅଛି ଯେଉଁଠି ଖାଇବା ମଣିଷ ଶରୀର ଉପରେ ପରଷା ଯାଏ ।

ଆପଣ ନ୍ୟୋତାଇମୋରୀ ବିଷୟରେ ଶୁଣିଛନ୍ତି କି ? ନ୍ୟୋତାଇମୋରୀର ଅର୍ଥ ନାରୀ ଶରୀର ଉପରେ ପରଷା ଯାଉଥିବା ଖାଦ୍ୟ । ଜାପାନର ପ୍ରସିଦ୍ଧ ଖାଦ୍ୟ ସୁଖୀକୁ ପରଷିବାପାଇଁ ଏହି ସ୍ୱତନ୍ତ୍ର ଖାଦ୍ୟ ପରଷା ପ୍ରଣାଳୀ ନ୍ୟୋତାଇମୋରୀକୁ ଆପଣାଇ ଥାଆନ୍ତି ସେମାନେ।

ଏହି ପରମ୍ପରା ନୂଆ ନୁହଁ,ବହୁତ ପ୍ରାଚୀନ । ସାମୁରାଇ ଯୁଗରେ ଏହି ପରମ୍ପରାର ଆରମ୍ଭ ହୋଇ ଯାଇଥିଲା । କୌଣସି ଯୁଦ୍ଧରେ ସେମାନେ ଜିତିବା ପରେ ଉତ୍ସବ ପାଳନ ହେଉଥିଲା । ଏହି ଉତ୍ସବ ଅବସରରେ ସେମାନେ ନ୍ୟୋତାଇମୋରୀ କରିଥାଆନ୍ତି  ।

ଏହା ସହ ଦେଖନ୍ତୁ ମହାଭାରତର ଅଭିଶପ୍ତ ଅଶ୍ୱଥାମା ଜୀବିତ! ଭାଇରାଲ୍ ହେଉଛି ଫଟୋ