ନିର୍ଦେଶ ଆସିଲେ ଯାଂଚ

16

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବ୍ରେଡ୍ , ପିଜା ଓ ବର୍ଗରରେ କ୍ୟାନସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ଥିବା ନେଇ ସେଂଟର ଫର ସାଏନ୍ସ ଆଣ୍ଡ ଏନଭାର୍ଣ୍ଣମେଂଟର ରିପୋର୍ଟ ପରେ ଓଡିଶାର ଖାଦ୍ୟ ନିରାପତା କମିଶନର ପ୍ରତିକ୍ରିୟା ରଖିଛନ୍ତି । ବିଭିନ୍ନ ଯାଂଚ ଏଜେନ୍ସି ମାଧ୍ୟମରେ ନିୟମିତ ଭାବେ ଯାଂଚ ଚାଲିଛି ବୋଲି ସେ କହିଛନ୍ତି । କିନ୍ତୁ ଏହି ରିପୋର୍ଟ ପରେ ନିର୍ଦ୍ଦିଷ୍ଟ ଭାବେ ଯାଂଚ ପାଇଁ କୌଣସି ନିଷ୍ପତି ନିଆଯାଇନାହିଁ । ଫୁଡ୍ କମିଶନର କହିଛନ୍ତି, ନିର୍ଦେଶ ଆସିଲେ ଯାଂଚ କରାଯିବ ।

ଏହା ସହ କେତେ ସୁରକ୍ଷିତ ବ୍ରେଡ, ପିଜା ଓ ବରଗର୍ ?