ବନ୍ୟା ଜଳରେ ବୁଡିଗଲା ରାସ୍ତା : ଉଦଳା ଓ ବାରିପଦା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

31

ବାରିପଦା : ଉପର ମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ଦିଓ ଓ ସଂଜ ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି । ନଦୀ ଉପରେ ୩ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ଉଦଳା ଓ ବାରିପଦା ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ଲୋକମାନେ ଅଧା ରାସ୍ତାରେ ଅଟକି ରହିଛନ୍ତି। ରାସ୍ତା ଉପରେ ପାଣିର ସ୍ରୋତ ଚାଲିଛି। ରାସ୍ତାଟି ସଂପୂର୍ଣ୍ଣ ଭାବେ ବୁଡିଯାଇଛି ।