ଭଦ୍ରକରେ ୫ଜଣଙ୍କୁ ତଦନ୍ତ ପରିସରଭୁକ୍ତ କରିଛି ସାଇବର ସେଲ୍! ସୂଚନା ଦେଲେ ସ୍ପେଶାଲ ଡିଜି ବିକେ ଶର୍ମା ସୂଚନା

35

କନକ ବ୍ୟୁରୋ : ଭଦ୍ରକରେ ସାଇବର ସେଲ୍ ୫ଜଣଙ୍କୁ ତଦନ୍ତ ପରିସରଭୁକ୍ତ କରିଛି । ସୋସିଆଲ ମିଡିଆରେ ଅଶାନ୍ତି ସୃଷ୍ଟି କରିବା ମାମଲାରେ ଏହି ୫ଜଣଙ୍କୁ ପଚରାଉଚରା କରୁଛି ସାଇବର ସେଲ । ପଚରାଉଚରା କରାଯାଉଥିବା ୫ଜଣଙ୍କ ହ୍ୱାଟ୍ସଆପ୍ ତଥ୍ୟ ମଗାଯାଇଥିବା ସୂଚନା ମିଳିଛି । ତେବେ ପଚରାଉଚରା ଓ ତଥ୍ୟ ଆଧାରରେ ପଦକ୍ଷେପ ନିଆଯିବ । ଏନେଇ କ୍ରାଇମବ୍ରାଂଚ ସ୍ପେଶାଲ ଡିଜି ବିକେ ଶର୍ମା ସୂଚନା ଦେଇଛନ୍ତି ।