ମଧ୍ୟପ୍ରଦେଶ ଚାଷୀଙ୍କ ଉପରେ ଗୁଳିମାଡରେ ଓଡ଼ିଶାରେ ପ୍ରତିବାଦ : ନବନିର୍ମାଣ କୃଷକ ସଂଘର ରାଜଭବନ ଘେରାଉ

35

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ବିକ୍ଷୋଭକାରୀ ଚାଷୀଙ୍କ ଉପରକୁ ଗୁଳିମାଡର ପ୍ରତିବାଦ । ଓଡ଼ିଶାରେ ନବ ନିର୍ମାଣ କୃଷକ ସଂଗଠନ ଏହାର ପ୍ରତିବାଦ କରିଛି । ରାଜଭବନ ଘେରାଉ କରିବା ପାଇଁ ରାଜଭବନ ମୁହାଁ ହୋଇଛି ନବନିର୍ମାଣ କୃଷକ ସଂଗଠନ । ଏହାସହ ରାଷ୍ଟ୍ରପତି ଶାସନ ଲାଗୁ ଦାବି କରିବା ପାଇଁ ସଂଗଠନ ଦାବି କରିଛି  ।

ଦେଖନ୍ତୁ ଏହି ଭିଡ଼ିଓ –