ଝାରସୁଗୁଡା ପୁରୁଣା ବସ୍ତିରେ ଗୁଳିକାଣ୍ଡ : ସ୍ୱାମୀ ଗୁଳିରେ ସ୍ତ୍ରୀ ମୃତ

46

ଝାରସୁଗୁଡା : ଝାରସୁଗୁଡା ପୁରୁଣା ବସ୍ତିରେ ଗୁଳିକାଣ୍ଡ। ସ୍ୱାମୀର ଗୁଳିମାଡରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ମହିଳା ହେଲେ ବିନ୍ଦୁ ସାହୁ । ତେବେ ହତ୍ୟାକାଣ୍ଡର କାରଣ ବର୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । କଣ ପାଇଁ ସ୍ୱାମୀ ସ୍ତ୍ରୀକୁ ଗୁଳିମାଡ କଲା ସେ ନେଇ ପୁଲିସ ଛାନଭିନ ଆରମ୍ଭ କରିଛି । ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଅଟକ ରଖିଛି ।