କଟକ ରୋଡରେ ଥିବା ଗୋଦାମ ଘରେ ଅଗ୍ନିକାଣ୍ଡ: ଜଳିଗଲା ଟ୍ରାନ୍ସପୋର୍ଟ କମ୍ପାନୀର ଲକ୍ଷାଧିକ ଟଙ୍କାର ସମ୍ପତି, କାରଣ ଅସ୍ପଷ୍ଟ

31

କନକ ବ୍ୟୁରୋ: କଟକ ରୋଡରେ ଏକ ଗୋଦାମ ଘରେ ଅଗ୍ନିକାଣ୍ଡ ଘଟିଛି । ଟ୍ରାନ୍ସପୋର୍ଟ କମ୍ପାନୀର ଗୋଦାମ ଘରେ ଏହି ଅଗ୍ନିକାଣ୍ଡ ହୋଇଛି । ଲକ୍ଷାଧିକ ଟଙ୍କାର ସମ୍ପତି ଜଳିଯାଇଥିବା ସନ୍ଦେହ କରାଯାଉଛି । ନିଆଁ ଲିଭାଇବା ପାଇଁ ୪ଟି ଦନକଳ ନିୟୋଜିତ କରାଯାଇଛି । ନିଆଁ ଲିଭା କାମ ଏବେବି ଜାରି ରହିଛି ।