ଶ୍ରୀମନ୍ଦିରରେ ଅଘଟଣ: ନିଆଁ ଲାଗି ଜଳିଗଲା ଚାନ୍ଦୁଆ

78

କନକ ବ୍ୟୁରୋ: ପୁରୀ ଜଗନ୍ନାଥ ମନ୍ଦିରରେ ଅଘଟଣ । ମିଳିଥିବା ସୂଚନା ଅନୁସାରେ, ଶ୍ରୀମନ୍ଦିର ଜଗମୋହନ ଭିତରେ ଲାଗିଥିବା ଚାନ୍ଦୁଆରେ ନିଆଁ ଲାଗିଯାଇଛି । ଜଗମୋହନ ମରାମତି କାମ ଚାଲିଥିବାବେଳେ ସେଠାରେ ଲାଗିଥିବା ଚାନ୍ଦୁଆଟି ଜଳି ଯାଇଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି । ତେବେ ମରାମତି ସମୟରେ ଝଳେଇ ମେସିନରୁ ନିଆଁ ଝୁଲ ପଡିବାରୁ ଚାନ୍ଦୁଆରେ ନିଆଁ ଲାଗି ଯାଇଥିଲା ।