ଭୁବନେଶ୍ୱର : ସର୍ଟସର୍କିଟ୍ ଯୋଗୁଁ ସମ୍ ହସ୍ପିଟାଲରେ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ ସୂଚନା

48

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସର୍ଟସର୍କିଟ୍‌ ଯୋଗୁଁ ଭୁବନେଶ୍ୱରସ୍ଥିତ ସମ୍‌ ହସ୍‌ପିଟାଲର ଡାଏଲେସିସ୍‌ ବିଭାଗରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ନିଆଁ ଲିଭା କାର୍ଯ୍ୟରେ ୬ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି । ତେବେ ସମ୍‌ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ହସ୍‌ପିଟାଲþ ପକ୍ଷରୁ ସୂଚନା ମିଳିଛି ।