ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟିଂ : ସକାଳ ସାଢେ ୧୦ଟା ସୁଦ୍ଧା ୫୦ ପ୍ରତିଶତ ମତଦାନ

14

କନକ ବ୍ୟୁରୋ : ପଂଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ସକାଳ ସାଢେ ୧୦ଟା ସୁଦ୍ଧା ୫୦ ପ୍ରତିଶତ ମତଦାନ ହୋଇଛି । ୨୬ ଜିଲ୍ଲାର ୧୫୦ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ ଗ୍ରହଣ ।