ରିଲିଜ ହୋଇଛି ଫିଲ୍ମ “ ଡିୟର ଜିନ୍ଦେଗୀ ”ର ପ୍ରଥମ ଟିଜର

30

22ଶାହାରୁଖ ଖାନ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ “ ଡିୟର ଜିନ୍ଦେଗୀ ”ର ପ୍ରଥମ ଟିଜର ରିଲିଜ ହୋଇଛି । ଶାହାରୁଖ ଓ ଆଲିଆ ସମୁଦ୍ର କୂଳରେ ସାଇକେଲ ଚଲାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଏଇ ଟିଜରରେ ।

ଗୈାରୀ ସିନ୍ଧେଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ “ ଡିୟର ଜିନ୍ଦେଗୀ ”୨୫ ନଭେମ୍ବରରେ ରିଲିଜ ହେବ ବୋଲି ଜଣା ପଡିଛି । ଶାହାରୁଖ ଓ ଆଲିଆଙ୍କ ବ୍ୟତୀତ ଅଲୀ ଜଫର ,ଆଦିତ୍ୟ ରୟ କପୁର ,କୁନାଲ କପୁର ଏବଂ ଅଙ୍ଗଦ ବେଦୀ ଏଇ ଫିଲ୍ମରେ ନଜର ଆସିବେ ।

ଦେଖନ୍ତୁ ଏହି ଭିଡିଓ –