୧୦ମାସର ଛୁଆକୁ କଚାଡି ମାରିଲା ବାପା ! ଯାଜପୁର ଧର୍ମଶାଳା ଭୁବନପୁର ଗାଁରେ ଅଭାବନୀୟ ଘଟଣା

26

କନକ ବ୍ୟୁରୋ : ୧୦ ମାସର ଛୁଆକୁ କଚାଡି ମାରିଲା ବାପା । ଯାଜପୁର ଧର୍ମଶାଳା ଭୁବନପୁର ଗାଁରେ ଏଭଳି ଘଟଣା ଘଟିଛି । ପାରିବାରିକ କଳହ ଯୋଗୁ ଏପରି ଘଟିଥିବା ସନ୍ଦେହ କରାଯାଉଛି । ଛୁଆକୁ ମାରିବା ପରେ ଅଭିଯୁକ୍ତ ବାପା ଫେରାର ହୋଇଯାଇଛି । ଅଭିଯୁକ୍ତକୁ ଧରିବାକୁ ପୁଲିସ ତନାଘନା ଆରମ୍ଭ କରିଛି ।

ଦେଖନ୍ତୁ ଏହି ଭିଡ଼ିଓ –