ମୟୁରଭଂଜ ରାଇରଙ୍ଗପୁରରେ ଅଭାବନୀୟ ଘଟଣା ! ବୋହୁକୁ ଦୁଷ୍କର୍ମ ଉଦ୍ୟମ ବିଫଳ ପରେ ନିଆଁ ଜାଳି ପୋଡିଦେଲା ଶଶ୍ୱୁର

29

କନକ ବ୍ୟୁରୋ : ସଇତାନ ଶ୍ୱଶୁର । ବୋହୁକୁ ଦୁଷ୍କର୍ମ ଉଦ୍ୟମ ବିଫଳ ପରେ ନିଆଁ ଜାଳି ପୋଡିଦେଲା ଶ୍ୱଶୁର । ମୟୁରଭଂଜ ରାଇରଙ୍ଗପୁରରୁ ଏଭଳି ଅଭବନୀୟ ଘଟଣା ଘଟିଛି । ପୀଡିତା ଜଣକ ଗୁରୁତର ଅବସ୍ଥାରେ ଏବେ ଟାଟା ମେମୋରିଆଲ ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି । ଝିଅର ପରିବାର ଲୋକ ଏନେଇ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଏନେଇ ପୁଲିସ ଛାନଭିନ ଆରମ୍ଭ କରିି ।