ସୁନ୍ଦରଗଡ ଗିରେଲଡୁଙ୍ଗୁରି ଗାଁରେ ଅଭାବନୀୟ ଘଟଣା ! ଲୁହା ଛଡ଼ରେ ବୋହୂର ହତ୍ୟା ପରେ ଶ୍ୱଶୁରର ଆତ୍ମହତ୍ୟା

20

କନକ ବ୍ୟୁରୋ : ଶ୍ୱଶୁରଙ୍କ ଲୁହାଛଡ ମାଡରେ ବୋହୂର ମୃତ୍ୟୁ । ସୁନ୍ଦରଗଡ ଜିଲ୍ଲା ଢରୁଆଡିହି ଥାନାର ଗିରେଲଡୁଙ୍ଗୁରୀ ଗାଁରେ ପାରିବାରିକ କଳହର କରୁଣ ପରିଣତୀ ଦେଖିବାକୁ ମିଳିଛି । ବୋହୂକୁ ହତ୍ୟା କରିବା ପରେ ରେଳଧାରଣାରେ ଶ୍ୱଶୁର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସାଇଂଟିଫିକ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।