ଭଞ୍ଜନଗରରେ ଅଭାବନୀୟ ଘଟଣା ! ୨ ମାସର ଶିଶୁକନ୍ୟାକୁ ବିଷ ପିଆଇଲା ବାପା

27

କନକ ବ୍ୟୁରୋ : ଭଞ୍ଜନଗରରେ ଘଟିଛି ଅଭାବନୀୟ ଘଟଣା । ମାନସିକ ବିକାଶଗ୍ରସ୍ତ ବାପା ନିଜର ୨ ମାସର ଝିଅକୁ ବିଷ ପିଆଇଦେଇଛି । ଘଟଣା ଘଟିଛି ଭଂଜନଗର ନିକଟସ୍ଥ ଡିଗପଢାଳ ଗାଁରେ । ଏହି ଗାଁର ମାନସିକ ବିକାଶଗ୍ରସ୍ତ ଥିବା ମୁନା ସ୍ୱାଇଁ ଏହି କାଣ୍ଡ କରିଛନ୍ତି । ଗୁରୁତର ଶିଶୁକୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।