ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ ! ମୃତ ଚାଷୀ ବୋଲଗଡ ଅସରଳା ଗାଁର ଲକ୍ଷ୍ମୀକାନ୍ତ ସେଠୀ

22

କନକ ବ୍ୟୁରୋ : ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ । ଖୋର୍ଦ୍ଧା ବୋଲଗଡର ଅସରଳା ଗାଁର ଚାଷୀ ଲକ୍ଷ୍ମୀକାନ୍ତ ସେଠୀ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଋଣ ଭାର ସହି ନପାରି ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।