ବରଗଡରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ ! ବିଷ ପିଇ ଜୀବନ ହାରିଲେ ଦେବାନନ୍ଦ

28

କନକ ବ୍ୟୁରୋ : ବରଗଡରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ । ଭେଡେନ ବ୍ଲକ ଖପସିପାଲୀ ଗାଁରେ ବିଷ ପିଇ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ ହେଲେ ଦେବାନନ୍ଦ ଥାପ୍ପା । ଚକଡା ପୋକ ଯୋଗୁଁ ଫସଲ ହାନୀ ହେବା ପରେ ଦେବାନନ୍ଦ ବିଷ ପିଇଥିବା ଅଭିଯୋଗ ହୋଇଛି । ବରଗଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।