ଯାଜପୁର ଜିଲ୍ଲାରୁ ବିପୁଳ ପରିମାଣର ନକଲି ନୋଟ ଜବତ : ୪ ଜଣଙ୍କୁ ଗିରଫ କଲା ପୁଲିସ

32

କନକ ବ୍ୟୁରୋ: ଯାଜପୁର ଜିଲ୍ଲାରୁ ବିପୁଳ ପରିମାଣର ନକଲି ନୋଟ ଜବତ । ୨୭ ଲକ୍ଷ ୪୭ ହଜାର ଟଙ୍କାର ନକଲି ନୋଟ ଜବତ ହୋଇଛି । ନକଲି ନୋଟ କାରବାରରେ ସଂପୃକ୍ତି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ । ମାଷ୍ଟର ମାଇଣ୍ଡ ରାମେଶ୍ୱର ମହାରଣାକୁ ଗଂଜାମ ନୂଆ ଗାଁରୁ ଗିରଫ କରାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-