ଜାଲିଆତିର ମାୟା ଜାଲରେ କ୍ରିକେଟ୍ ! ସିବିଆଇ ତଦନ୍ତ

26

ଜାଲିଆତିର ମାୟା ଜାଲରେ କ୍ରିକେଟ୍। ଜାଲ୍ ବୟସ ପ୍ରମାଣପତ୍ର ଦେଇ ଜୁନିୟର ଟିମରେ କ୍ରିକେଟ ଖେଳୁଛନ୍ତି ଓଡ଼ିଆ କ୍ରିକେଟର। ଏଭଳି ଏକ ସାଂଘାତିକ୍ ଅଭିଯୋଗ ଆଣିଛି ଭ୍ରଷ୍ଟାଚାର ବିରୋଧୀ ସଂଗଠନ। ପ୍ରାଥମିକ ଅନୁସନ୍ଧାନରୁ ବହୁ ଖେଳାଳି ଜାଲିଆତି କରିଥିବା ନେଇ ସୁରାଗ ମିଳିଛି। ଏହାପରେ ଖେଳାଳିଙ୍କ ସଂପର୍କରେ ଓସିଏକୁ ତଥ୍ୟ ମାଗିଛି ସିବିଆଇ। ଦେଖନ୍ତୁ ଏହି ରିପୋର୍ଟ :