ଫାୟାର ଷ୍ଟେସନ ବସ୍ତି ନିକଟରେ ଅଘଟଣ ! କୂଅରେ ପଡି ୪ ଜଣ ଆହତ

30

କନକ ବ୍ୟୁରୋ : ଫାୟାର ଷ୍ଟେସନ ବସ୍ତି ନିକଟରେ ଅଘଟଣ । ଗଭୀର କୂଅରେ ପଡି ୪ ଜଣ ଆହତ । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ କରାଯାଇଛି । ଗତକାଲି ସଂନ୍ଧ୍ୟାରେ ଖେଳୁଥିବା ସମୟରେ ଝିଅଟି କୂଅରେ ପଡିଯାଇଥିଲା । ଝିଅଟିକୁ ଉଦ୍ଧାର ପାଇଁ ୩ ଜଣ କୂଅ ଭିତରକୁ ଡେଇଁ ପଡିଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଜଣକ ପରେ ଜଣକୁ ଉଦ୍ଧାର କରିଛି ।