ହ୍ୱାଟସଆପ୍ ଭଳି ମେସେଂଜରରେ ମଧ୍ୟ ଡିଲିଟ୍ କରିପାରିବେ ପଠାଇଥିବା ମେସେଜ୍ : ଜାଣିନିଅନ୍ତୁ ସର୍ବପ୍ରଥମେ କେଉଁଠି ଉପଲବ୍ଧ ହେବ ଏହି ଫିଚର

ମେସେଂଜର ୟୁଜର୍ସଙ୍କ ପାଇଁ ଖୁସି ଖବର !

86

ଫେସବୁକ୍ ମେସେଂଜର ୟୁଜର୍ସ ଅତି ଶୀଘ୍ର ନିଜେ ପଠାଇଥିବା ମେସେଜ୍ କୁ ଡିଲିଟ୍ କରିପାରିବେ । ଫେସବୁକ୍ ନିକଟରେ ହିଁ ସୂଚନା ଦେଇଛି କି, ଏହି ଫିଚର ନୂଆ ଭର୍ସନରେ ଆସିବ, ଯେଉଁଠି ୟୁଜର୍ସ ମେସେଂଜରରେ ପଠାଯାଇଥିବା ମେସେଜ୍ କୁ ୧୦ ମିନିଟ୍ ଭିତରେ ଡିଲିଟ୍ କରିପାରିବେ । ଏହି ଫିଚର ସର୍ବପ୍ରଥମେ ଆଇଓଏସ୍ ର ଭର୍ସନ ୧୯୧.୦ରେ ଆସିବ ।

ଫେସବୁକ୍ ର ରିଲିଜ ନୋଟରେ ଲେଖାହୋଇଛି କି, ଏହି ନୂଆ ଅପଡେଟ୍ ରେ ଆଇଓଏସ୍ ୟୁଜର୍ସ ନିଜର କୌଣସି ବି ମେସେଜ୍ ୧୦ ମିନିଟ୍ ଭିତରେ ଡିଲିଟ୍ କରିପାରିବେ । ଯଦି ଯେବେ କୌଣସି ୟୁଜର୍ସ ଗୁଲ ବଶତଃ କୌଣସି ମେସେଜ୍, ଫଟୋ କିମ୍ବା କୌଣସି ତଥ୍ୟ କୌଣସି ଭୁଲ୍ ଚାଟ୍ ରେ ସେଣ୍ଡ କରୁଛନ୍ତି, ତେବେ ସେହି ମେସେଜ୍ ପଠାଇବାର ୧୦ ମିନିଟ୍ ଭିତରେ ଆପର ଡିଲିଟ୍ କରିପାରିବେ । ଇନଷ୍ଟାଣ୍ଟ ମେସେଜିଙ୍ଗ ସର୍ଭିସ୍ ହ୍ୱାଟସଆପ୍ ଓ ଫଟୋ ସେୟାରିଙ୍ଗ ଆପ୍ ଇନଷ୍ଟାଗ୍ରାମରେ ମେସେଜ୍ ପଠାଇ ଡିଲିଟ୍ କରିବାର ଫିଚର୍ସ ପୂର୍ବରୁ ହିଁ ଅଛି । କିନ୍ତୁ ନିକଟରେ ହିଁ ହ୍ୱାଟସଆପ୍ ର ଏହି ଫିଚରର ରିସିପିଏଣ୍ଟ ଲିମିଟ୍ ରେ ପରିବର୍ତ୍ତନ କରାଯିବାର ଖବର ଆସିଥିଲା । କୁହାଯାଇଛି କି ଯଦି କୌଣସି ବି ମେସେଜ୍ କୁ ଡିଲିଟ୍ କରୁଛନ୍ତି ଓ ସେହି ୟୁଜର୍ସଙ୍କୁ ୧୩ ଘଣ୍ଟା ୮ ମିନିଟ୍ ଓ ୧୬ ସେକେଣ୍ଡ ଭିତରେ ମେସେଜ୍ ଡିଲିଟ୍ କୁ ରିକ୍ୱେଷ୍ଟ ମିଳିବନି ଯଦି ଆପଣଙ୍କ ଡିଲିଟ୍ କରାଯାଇଥିବା ମେସେଜ୍ ଡିଲିଟ୍ ହେବନି ।