ଲୁଲୁଙ୍କ ଲିଗାସିକୁ ପାଥେୟ କରି ପ୍ରଚାର ମୈଦାନରେ ଝିଅ ! ଦେଖନ୍ତୁ ଉପାସନା ମହାପାତ୍ରଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

74

ବାପା ଲୁଲୁଙ୍କ ଲିଗାସିକୁ ପାଥେୟ କରି ପ୍ରଚାର ମୈଦାନରେ ଝିଅ ଉପାସନା ମହାପାତ୍ର । ପଂଚାୟତ ନିର୍ବାଚନରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନ କରି ଆରମ୍ଭ କରିଛନ୍ତି ଗଡ଼ ବଂଚାଇବାର ଅଭିଯାନ । ଆଉ ଏଥିରେ ପୁରା ସାଥ ଦେଇଛନ୍ତି କଂଗ୍ରେସର ଷ୍ଟାର କ୍ୟାମ୍ପେନର ତଥା ଦାଦା ଲଳିଟେନ୍ଦୁ ମହାପାତ୍ର । ତେବେ ମାତ୍ର ୨୦ ବର୍ଷ ବୟସରେ କାହିଁକି ରାଜନୀତି ମୈଦାନକୁ ଓହ୍ଲାଇଲେ ଉପାସନା ? କାହା ପ୍ରେରଣାରେ ରାଜନୀତିରେ ପାଦ ଦେଲେ ଉପାସନା ? ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଦେଖନ୍ତୁ ଉପାସନାଙ୍କ ଏହି ସାକ୍ଷାତକାର ।