ନବୀନଙ୍କ ମନ୍ତ୍ରୀମଣ୍ଡଳର ନବକଳେବର ହେବାର ପ୍ରାୟ ଦୁଇ ସପ୍ତାହରୁ ଅଧିକ ହୋଇଗଲାଣି । ବାହାରିଯାଇଥିବା ମନ୍ତ୍ରୀ ମାନଙ୍କ ମଧ୍ୟରେ ଅଛନ୍ତି ସଞ୍ଜୟ ଦାସବର୍ମା । ତେବେ କ୍ଷମତାର ଶୀର୍ଷରୁ ଜଣେ ସାଧାରଣ ବ୍ୟକ୍ତି ପାଲଟି ଯାଇଥିବା ସଞ୍ଜୟ ଦାସବର୍ମାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର ଦେଖନ୍ତୁ ଏହି ଭିଡିଓରେ :