ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର !

108

ଗତ କିଛି ଦିନ ମଧ୍ୟରେ ନିଆଳି ଅଂଚଳରେ ଅଜଣା ଜନ୍ତୁ ମେଣ୍ଢାକୁ ମାରି କଲିଜା ନେଉଯାଉଥିବା ଦେଖିବାକୁ ମିଳିଛି । ଯାହା ସ୍ଥାନୀୟ ଲୋକ ଓ ପ୍ରଶାସନର ନିଦ ହଜାଇଦେଇଛି । ତେବେ ଏହି ଘଟଣା ସହ ଗଣମାଧ୍ୟମର ହେଡଲାଇନରେ ଅଛନ୍ତି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । କାରଣ ମନ୍ତ୍ରୀ ପ୍ରଥମେ କହିଲେ ଏହା ପଛରେ ଅଛି ରାମଶିଆଳ, ତାପରେ କହିଲେ ବିଲୁଆ ଏବଂ ତାପରେ କହିଲେ ହେଟା ବାଘ । ଆଉ ଏବେ ଶେଷରେ କହୁଛନ୍ତି କିଏ ମେଣ୍ଢା ଖାଉଛି ଜଣା ନାହିଁ । ତେବେ ମନ୍ତ୍ରୀଙ୍କର ଏଭଳି ବୟାନ୍ ଓଡିଶାବାସୀଙ୍କୁ ଦ୍ୱନ୍ଦରେ ପକାଉଛି । କାରଣ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ହୋଇ ମଧ୍ୟ ତାଙ୍କ ପାଖରେ ସଠିକ୍ ସୂଚନା ନାହିଁ  । ଏନେଇ ଅଧିକ ଜାଣିବା ପାଇଁ ଦେଖନ୍ତୁ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର  ।