ଲହୁଣୀପଡାରେ ଅବକାରୀ ବିଭାଗର ମଦ ଚଢାଉକୁ ବିରୋଧ : ଗାଁରେ ଉତେଜନା, ୩ଗିରଫ

22

କନକ ବ୍ୟୁରୋ : ମଦ ଜବତ କରିବା ପାଇଁ ଯାଇଥିବା ଅବକାରୀ ବିଭାଗ କର୍ମଚାରୀଙ୍କୁ ବିରୋଧ । ମଦ ଜବତର ପ୍ରତିବାଦ କରି ଅବକାରୀ କର୍ମଚାରୀଙ୍କ ଗାଡି ଭଙ୍ଗାରୁଜା କରିଛନ୍ତି ଗ୍ରାମବାସୀ ।

ସୁନ୍ଦରଗଡ ଲହୁଣୀପଡାର କଟୁପଡା ଓ ପାରଗପୋଷ ଗାଁରେ ମଦ ଜବତ କରିବା ପାଇଁ ପହଂଚିଥିଲେ ଅବକାରୀ ବିଭାଗ କର୍ମଚାରୀ । ଏହାକୁ ବିରୋଧ କରି କଟୁପଡା ଓ ପାରଗପୋଷ ଗାଁଲୋକେ ଅବକାରୀ ବିଭାଗ କର୍ମଚାରୀ ଯାଇଥିବା ଗାଡିକୁ ଭଙ୍ଗାରୁଜା କରିଛନ୍ତି ।

ଏହାକୁ ନେଇ ଗାଁରେ ଉତେଜନା ଦେଖାଦେଇଛି । ଏହି ମାମଲାରେ ପୁଲିସ ୩ଜଣଙ୍କୁ ଗିରଫ କରିଛି । ଏହା ସହ ଦେଖନ୍ତୁ ଏହି ଭିଡିଓ :