କୋରାପୁଟ ଜୟପୁର ସହରରେ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ !

27

କନକ ବ୍ୟୁରୋ : କିଛି ଦିନର ନିରବତା ପରେ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ । କୋରାପୁଟ ଜୟପୁର ସହରର ବେଲରୋଡ଼ ଠାରୁ ସମ୍ଭାରିତୋଟା ପର୍ଯ୍ୟନ୍ତ ରାସ୍ତା ଓସାରିଆ କରିବା ପାଇଁ ଗତ ବର୍ଷରୁ କାମ ଆରମ୍ଭ ହୋଇଛି । ଏହାପୂର୍ବରୁ ଏମଜି ରୋଡ଼, ବେଲ ରୋଡ଼ , ସମ୍ବାରିତୋଟାରେ ବୁଲିଛି ବୁଲଡ଼ୋଜର ।  ଅସମ୍ପୁର୍ଣ ରହିଥିବା କାମକୁ ସମ୍ପୁର୍ଣ କରିବା ପାଇଁ ଅଭିଯାନ ଆରମ୍ଭ କରିଛି ପ୍ରଶାସନ ।