ପୁଣି ଥରେ ବଡ଼ ପରଦାରେ ନଜର ଆସିବେ ସଲମାନ ଏବଂ ଶାହାରୁଖ !

46

ସଲମାନ, ଶାହାରୁଖଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ପୁଣି ଥରେ ବଡ଼ ପରଦାରେ ଶାହାରୁଖ ଖାନ୍, ସଲମାନ ଏବଂ ଅନୁଷ୍କା ଶର୍ମାଙ୍କ ଯୋଡ଼ିକୁ ଏକାଠି ଦେଖିବାକୁ ପାଇବେ ଦର୍ଶକେ ।

ସୂଚନା ମୁତାବକ, ଖୁବ୍ ଶୀଘ୍ର ଶାହାରୁଖ ଓ ଅନୁଷ୍କାଙ୍କ ଆଗାମୀ ସିନେମା ‘ଜବ ହୈରି ମେଟ୍ ସେଜଲ’ର ଟ୍ରେଲର ସଲମାନ ଖାନଙ୍କ ସିନେମା ‘ଟ୍ୟୁବଲାଇଟ’ ସିନେମା ସହିତ ରିଲିଜ୍ ହେବାକୁ ଯାଉଛି । ତେବେ ସଲମାନ ଖାନଙ୍କ ‘ଟ୍ୟୁବଲାଇଟ’ ସିନେମାଟି ଜୁନ୍ ୨୩ରେ ରିଲିଜ୍ ହେବାକୁ ଯାଉଛି ।