ପତ୍ନୀ ପ୍ରେମୀ ଅଭିନେତା ! ଟ୍ୱିଙ୍କଲଙ୍କ ପସନ୍ଦକୁ ମାନିଥାନ୍ତି ଅକ୍ଷୟ

28

ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଖୁବ୍ ଭଲପାଆନ୍ତି ନିଜ ଅଭିନେତ୍ରୀ ପତ୍ନୀ ଟ୍ୱିଙ୍କଲଙ୍କୁ । ଏକଥା ସମସ୍ତେ ଜାଣନ୍ତି । ସେ କଣ ପୋଷାକ ପିନ୍ଧିବେ ଏକଥା ଟ୍ୱିଙ୍କଲ ପସନ୍ଦ କରନ୍ତି । ଆଉ ଅକ୍ଷୟ ମଧ୍ୟ ପୂର୍ଣ୍ଣ ମାତ୍ରାରେ ତାଙ୍କ କଥାକୁ ମାନିଥାନ୍ତି ।

ଅକ୍ଷୟ କହିଛନ୍ତି , “ମୋ ଶାଶୁ (ଡିମ୍ପଲ କପାଡିଆ) ଜଣେ ଫ୍ୟାଶନ ଆଇକନ । ଏମିତି ବି ଏହି ଦୁଇ ଜଣଙ୍କ (ଟ୍ୱିଙ୍କଲ ଓ ଡିମ୍ପଲ) ସହ ସବୁକିଛି ଚଳେଇନେବା ଛଡା ଆଉ କିଛି ବାଟ ନାହିଁ ।” ଅକ୍ଷୟ ଓ ଟ୍ୱିଙ୍କଲ ଦୁଇଟି ପିଲାର ମାତା-ପିତା ।