ସୋନମ କପୁର ସେୟାର କଲେ ନିଜ ପିତା-ମାତାଙ୍କ ଫଟୋ !

27

ଅଭିନେତ୍ରୀ ସୋନମ କପୁର ସେୟାର କରିଛନ୍ତି ବାପା ଅନିଲ କପୁର ଓ ମାତା ସୁନିତାଙ୍କ ଫଟୋ । ନିଜ ବାପା-ମା’ଙ୍କ ୩୩ ତମ ବିବାହ ବାର୍ଷିକୀରେ ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି ସୋନମ୍ । ଆଉ ଏଥିରେ ଲେଖିଛନ୍ତି –“ ଆପଣ ଦୁଇ ଜଣଙ୍କୁ ସାଥିରେ ଦେଖିଲେ ,ମୋତେ ସାହସ ଆସେ ” । ଅନିଲ-ସୁନିତାଙ୍କର ଦୁଇଟି ଝିଅ , ସୋନମ୍ ଓ ରିୟା ଏବଂ ଗୋଟିଏ ପୁଅ ହର୍ଷବର୍ଦ୍ଧନ ।