କିଏ ମୋର ବିବାହ କରିଦିଅନ୍ତୁ, ନୁହେଁତ କୁଅରେ ଡେଇଁ ଆତ୍ମହତ୍ୟା କରିବି : ସୁଖବିନ୍ଦର ସିଂହ

53

ଗାୟକ ସୁଖବିନ୍ଦର ସିଂହ ଏବେ ଏକ ମଜାକର କଥା କହିଛନ୍ତି । ୪୫ ବର୍ଷିୟ ଏହି ଗାୟକ ଏକ ସାକ୍ଷାତକାରରେ କହିଛନ୍ତି , କିଏ ତାଙ୍କର ବିବାହ କରିଦିଅ । ନୁହେଁତ କୁଅରେ ଡେଇଁ ଜୀବନ ହାରିବେ। ସେ କହିଛନ୍ତି , “ ମୁଁ ୩ଦିନ ହେଲା ଏ.ଆର୍ ରହମାନଙ୍କ ସହ ରେକଡିଂ ଷ୍ଟୁଡିଓରେ ଥିଲି । ରେହମାନ ଖାଲି ବିବାହ କରିବା କଥା କହି ଜୀବନ ଖାଇ ଦେଇଥିଲେ ”

ପ୍ରକୃତରେ ସୁଖବିନ୍ଦର ଚାହାନ୍ତି ତାଙ୍କର ଭାବି ପତ୍ନୀ ତାଙ୍କ ସହ କିଛି ସ୍ପେଶାଲ ଅନୁଭବ କରନ୍ତୁ ।