ମୁଁ ନିଜକୁ ‘ଶୋଲେ’ ଫିଲ୍ମର ଗବର ସିଂହ ଭାବେ : ରାମ ଗୋପାଳ ବର୍ମା

43

ଫିଲ୍ମ ପ୍ରଯୋଜକ ରାମ ଗୋପାଳ ବର୍ମା । ଯିଏ ବିଶ୍ୱାସ ରଖନ୍ତି ନିଜର କାମ ଉପରେ । ବିବିସିକୁ ସାକ୍ଷାତକାରରେ କହିଛନ୍ତି , ସେ ନିଜକୁ ଶୋଲେ ଫିଲ୍ମର ଗବର ସିଂ ଭାବିଥାନ୍ତି । ଏବଂ ତାଙ୍କୁ ଲୋକଙ୍କ ପ୍ରଶଂସା ନୁହେଁ ଗାଳି ଶୁଣିବାକୁ ଭଲ ଲାଗେ ।

ଏହାଛଡା ଆଉ ମଧ୍ୟ ରାମ ଗୋପାଳ କହିଛନ୍ତି , “ ଟାଇଗର ଶ୍ରଫଙ୍କ ମାମଲାରେ ମୁୁଁ ଅନୁତପ୍ତ । ଏବେ ମୁଁ ସୋସିଆଲ ମିଡିଆରେ ଆଉ କୈାଣସି ବ୍ୟକ୍ତିଙ୍କ ଖରାପ ଟିପ୍ପଣୀ ଦେବି ନାହିଁ ”