କପିଲଙ୍କୁ ଏକତା କପୁର କଲେ ସତର୍କ : କହିଲେ, ନିଜ ଷ୍ଟାରଡମରେ ରଖ କାବୁ

21

କପିଲ ଶର୍ମା ଓ ତାଙ୍କ ସୋ’ର ବିବାଦ ଏବେ ଛୋଟ ପରଦାର ଗଳିକନ୍ଧିରେ ପହଁଚିସାରିଲାଣି । ନିକଟରେ ଟିଭି କଳାକାର କରଣ ପଟେଲ୍ କପିଲଙ୍କ ଦୁର୍ବ୍ୟବହାରକୁ ନେଇ ଏକ ଟ୍ୱିଟ୍ କରିଥିଲେ । ଅଭିନେତା କରଣ ପଟେଲ କପିଲ ଶର୍ମାଙ୍କୁ ଟ୍ୱିଟରେ କହିଥିଲେ , ଯଦି ଇଣ୍ଡଷ୍ଟ୍ରିରେ ସେହି ସ୍ନେହ ଓ ସମ୍ମାନରେ ରହିବାକୁ ଚାହଁ ତ ସମସ୍ତଙ୍କ ସହ ଚାଲିବାକୁ ହେବ ।

ସେହି ଟ୍ୱିଟକୁ ଠିକ୍ ସାବ୍ୟସ୍ତ କରି ଏବେ ଏକତା ଦେଇଛନ୍ତି ନିଜ ଟିପ୍ପଣୀ । କପିଲ ନିଜ ମର୍ଯ୍ୟାଦାରେ ରୁହନ୍ତୁ ବୋଲି କହିଛନ୍ତି ଅଭିନେତ୍ରୀ ଏକତା ।