ପ୍ରଭୁଦେବାଙ୍କ ସହ ଧୋନିଙ୍କ ଲୁଙ୍ଗି ଡ୍ୟାନ୍ସ ! ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

89

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍ ଭାଇରାଲ ସାଜିଛି । ଭାରତୀୟ ଦଳର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ପ୍ରଭୁଦେବାଙ୍କ ଠାରୁ ଲୁଙ୍ଗି ଡ୍ୟାନ୍ସ ଶିଖୁଛନ୍ତି ଧୋନି ।

ଏହି ଭିଡିଓରେ ଧୋନି ଓ ପ୍ରଭୁଦେବା ବାଇକ୍ ନିର୍ମାତା କଂପାନୀର ଶୋ’ରୁମ୍ ରେ ନୃତ୍ୟ କରୁଛନ୍ତି । ସୂଚନା ଅନୁସାରେ ରବିବାର ଦିନ ଆଇପିଏଲର ଫାଇନାଲ ମ୍ୟାଚରେ ଧୋନିଙ୍କ ପୁନେ ଦଳ ସାମ୍ନା କରିବ ମୁମ୍ବାଇ ସହ ।

ଦେଖନ୍ତୁ ଏହି ଭିଡିଓ –