ଡିଜିଟାଲ୍ ଗେମରେ ଅଭିନେତ୍ରୀ ! ଆଲିଆ ଭଟ୍ଟ ଲଂଚ କରିଛନ୍ତି ନିଜର ଗେମ୍ ଆପ୍

95

unnamedବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ ସ୍ମାର୍ଟଫୋନ୍ ଗେମ୍ ‘ ଆଲିଆ ଭଟ୍ଟ-ଷ୍ଟାର୍ ଲାଇଫ୍’ ଲଂଚ କରିଛନ୍ତି । ଏହି ଗେମର ଖାସ୍ କଥା ହେଲା ଏଥିରେ ଆଲିଆଙ୍କ ଡିଜିଟାଲ ପ୍ରବେଶ ରହିବ ।

ଏହି ଡିଜିଟାଲ ଗେମ୍ ଜରିଆରେ ଗେମ୍ ଖେଳାଳୀ ଭର୍ଚୁଆଲ୍ ଦୁନିଆରେ ପହଁଛି ପାରିବ । ଫିଲ୍ମର ଚରିତ୍ର, ଟିଭିଶୋ’,ଫ୍ୟାଶନ ,ମଡେଲିଂ ଭଳି ଅନେକ ଗତିବିଧିରେ ଭାଗ ନେଇ ଏହା ସମ୍ବନ୍ଧୀୟ ଇଣ୍ଟରଭ୍ୟୁ ଦେଇ ଗେମକୁ ଆଗକୁ ବଢାଇବାର ସୁବିଧା ରହିଛି ।